Menu


| Activity କାର୍ଯ୍ୟକ୍ରମ |
Date ତାରିଖ |
|---|---|
| Notifications to schools ବିଦ୍ୟାଳୟଗୁଡ଼ିକୁ ବିଜ୍ଞପ୍ତି/ସୂଚନା |
August 3, 2026 ଅଗଷ୍ଟ ୩, ୨୦୨୬ |
| Engagement with schools (Spot Quiz and MCQ Assessment) ବିଦ୍ୟାଳୟଗୁଡ଼ିକ ସହ କାର୍ଯ୍ୟକ୍ରମ (ସ୍ପଟ୍ କୁଇଜ୍ ଏବଂ ଏମସିକ୍ୟୁ ମୂଲ୍ୟାଙ୍କନ) |
August 3, 2026 – October 31, 2026 ଅଗଷ୍ଟ ୩, ୨୦୨୬ – ୩୧ ଅକ୍ଟୋବର, ୨୦୨୬ |
| Online Exam (Classes VI - VIII) ଅନଲାଇନ୍ ପରୀକ୍ଷା (ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ) |
November 1, 2026 (9:00 AM – 5:00 PM) ନଭେମ୍ବର ୧, ୨୦୨୬ (ସକାଳ ୯:୦୦ - ସନ୍ଧ୍ୟା ୫:୦୦) |
| Online Exam (Classes IX - X) ଅନଲାଇନ୍ ପରୀକ୍ଷା (ନବମ ରୁ ଦଶମ ଶ୍ରେଣୀ) |
November 15, 2026 (9:00 AM – 5:00 PM) ନଭେମ୍ବର ୧୫, ୨୦୨୬ (ସକାଳ ୯:୦୦ - ସନ୍ଧ୍ୟା ୫:୦୦) |
| Declaration of Results of top 30 winners (Classes VI - VIII) ଶ୍ରେଷ୍ଠ ୩୦ ଜଣ ବିଜେତାଙ୍କ ଫଳାଫଳ ଘୋଷଣା (ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ) |
November 26, 2026 ନଭେମ୍ବର ୨୬ , ୨୦୨୬ |
| Declaration of Results of district toppers (Classes IX - X) ଜିଲ୍ଲା ଟପରମାନଙ୍କ ଫଳାଫଳ ଘୋଷଣା (ନବମ ରୁ ଦଶମ ଶ୍ରେଣୀ) |
November 30, 2026 ନଭେମ୍ବର ୩୦ , ୨୦୨୬ |
| Grand Finale at Bhubaneswar, Odisha ଗ୍ରାଣ୍ଡ୍ ଫିନାଲେ (ଭୁବନେଶ୍ୱର, ଓଡ଼ିଶାରେ) |
December 13, 2026 ଡିସେମ୍ବର ୧୩, ୨୦୨୬ |
After two decades of inspiring young minds to look beyond the horizon, Tata Steel Young Astronomer Talent Search (YATS) returns with its 20th edition, ready to take curiosity and learning to new heights.
ଦୁଇ ଦଶନ୍ଧି ଧରି ଯୁବମନକୁ ଦିଗନ୍ତ ବାହାରକୁ ଦେଖିବା ପାଇଁ ପ୍ରେରଣା ଦେବା ପରେ, ଟାଟା ଷ୍ଟିଲ୍ ୟଙ୍ଗ୍ ଆଷ୍ଟ୍ରୋନୋମର୍ ଟ୍ୟାଲେଣ୍ଟ ସର୍ଚ୍ଚ (ୟାଟସ୍) ଏହାର ୨୦ ତମ ସଂସ୍କରଣ ସହିତ ଫେରିଛି, ଯାହା କୌତୁହଳ ଏବଂ ଶିକ୍ଷାକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ।
Organised in collaboration with the Pathani Samanta Planetarium, operating under Science & Technology Department, Government of Odisha, YATS 2026–27 celebrates the enduring legacy of Pathani Samanta, the eminent Odia astronomer whose extraordinary contributions continue to enrich the field of astronomy and inspire generations of learners.
ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନସ୍ଥ ପଠାଣି ସାମନ୍ତ ପ୍ଲାନେଟାରିୟମର ସହଯୋଗରେ ଆୟୋଜିତ ୟାଟସ୍ ୨୦୨୬–୨୭, ବିଶିଷ୍ଟ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ କାଳଜୟୀ ଅବଦାନକୁ ସମ୍ମାନ ଜଣାଉଛି—ଯାହାଙ୍କର ଅସାଧାରଣ ସୃଷ୍ଟି ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରକୁ ସମୃଦ୍ଧ କରିବା ସହ ଆଗାମୀ ପିଢ଼ିଙ୍କୁ ନିରନ୍ତର ପ୍ରେରଣା ଯୋଗାଇଆସୁଛି ।
This year's theme, 'India's Next Gagannaut' is a call to dream big, explore fearlessly, and embrace the spirit of scientific discovery. Through an exciting array of learning experiences, competitions, and interactive engagements, YATS provides students with a unique platform to deepen their understanding of space science, astronomy and India's growing journey in space exploration.
ଏହି ବର୍ଷର ବିଷୟବସ୍ତୁ 'ଇଣ୍ଡିଆଜ୍ ନେକ୍ସଟ୍ ଗଗନୋଟ୍'/ ‘ଭାରତର ପରବର୍ତ୍ତି ମହାକାଶଚାରୀ’ — ବଡ଼ ସ୍ୱପ୍ନ ଦେଖିବା, ନିର୍ଭିକତାର ସହ ଅନ୍ୱେଷଣ କରିବା ଏବଂ ବୈଜ୍ଞାନିକ ଆବିଷ୍କାର ମନୋଭାବକୁ ଆପଣେଇବା ପାଇଁ ଏକ ଆହ୍ୱାନ ପ୍ରଦାନ କରୁଛି । ଶିକ୍ଷଣୀୟ ଅଭିଜ୍ଞତା, ପ୍ରତିଯୋଗିତା ଏବଂ ଆକର୍ଷଣୀୟ କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ ୟାଟସ୍ ଛାତ୍ରଛାତ୍ରୀମାନଙ୍କୁ ମହାକାଶ ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ ଏବଂ ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଅଗ୍ରଗତି ବିଷୟରେ ଗଭୀର ଜ୍ଞାନ ଆହରଣ କରିବା ପାଇଁ ଏକ ଅନନ୍ୟ ମଞ୍ଚ ପ୍ରଦାନ କରୁଛି।
Join us as we discover, nurture, and celebrate the next generation of innovators, explorers, and future astronauts who will carry India's aspirations beyond the stars.
ଆସନ୍ତୁ, ଆମେ ସମସ୍ତେ ମିଶି ନୂତନ ପିଢ଼ିର ନବସୃଜନକାରୀ, ଅନୁସନ୍ଧାନକାରୀ ଏବଂ ଭବିଷ୍ୟତର ମହାକାଶଚାରୀମାନଙ୍କୁ ଆବିଷ୍କାର କରିବା, ସେମାନଙ୍କ ଦକ୍ଷତାକୁ ବିକଶିତ କରିବା ଏବଂ ସେମାନଙ୍କ ସଫଳତାକୁ ଉତ୍ସବ ଭାବେ ପାଳନ କରିବା । ଯେଉଁମାନେ ଭାରତର ଆଶା ଓ ଆକାଂକ୍ଷାକୁ ନକ୍ଷତ୍ରମାନଙ୍କ ପାରିକୁ ନେଇଯିବେ।
Like last year, this year also YATS will be conducted in hybrid mode! It will be conducted physically in different schools and students also can participate virtually. Take the test to get shortlisted for the Grand Finale. The winners will win exciting prizes!
ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟାଟସ୍ 'ହାଇବ୍ରିଡ୍ ମୋଡ୍' (ଉଭୟ ପ୍ରତ୍ୟକ୍ଷ ଓ ଅନଲାଇନ୍) ରେ ଆୟୋଜିତ ହେବ ! ଏହା ବିଭିନ୍ନ ବିଦ୍ୟାଳୟରେ ପ୍ରତ୍ୟକ୍ଷ ଭାବରେ ପରିଚାଳିତ ହେବା ସହ ଛାତ୍ରଛାତ୍ରୀମାନେ ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ ମଧ୍ୟ ଅଂଶଗ୍ରହଣ କରିପାରିବେ। ଗ୍ରାଣ୍ଡ୍ ଫିନାଲେ ପାଇଁ ମନୋନୀତ ହେବାକୁ ପରୀକ୍ଷା ଦିଅନ୍ତୁ। ବିଜେତାମାନେ ଆକର୍ଷଣୀୟ ପୁରସ୍କାର ଜିତିପାରିବେ !
Pathani Samanta Planetarium, Bhubaneswar is a premiere institute of Odisha promoting science, astronomy, astrophysics and space science under the administrative control of Science and Technology Department, Government of Odisha. It has advanced digital planetarium projection system imported from USA. Till date, the planetarium has presented around 20 different kinds of programmes to the public. Apart from regular show, other activities are also organized by the planetarium which include Two Small Pieces of Glass, Universe, Wonders of universe, Mysteries of night sky, Earth Moon Sun, IBEX search for edge of Universe, journey to chocolate planet, Secrets of Sun, etc.
ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସମ୍ପର୍କରେ
ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍, ବିଜ୍ଞାନ, ଅନ୍ତରୀକ୍ଷ ବିଜ୍ଞାନ, ଆଷ୍ଟ୍ରୋ ଫିଜିକ୍ସକୁ ଜନପ୍ରିୟ କରିବା କ୍ଷେତ୍ରରେ ଓଡ଼ିଶାର ଏକ ପ୍ରମୁଖ ଅନୁଷ୍ଠାନ। ପଠାଣି ସାମନ୍ତ ପ୍ଲାନେଟାରିୟମ୍ ରେ ଆମେରିକାରୁ ଅଣାଯାଇଥିବା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଡିଜିଟାଲ ପ୍ରୋଜେକ୍ସନ୍ ସିଷ୍ଟମ୍ ବ୍ୟବହୃତ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ଲାନେଟାରିୟମ୍ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ୨୦ ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରିସାରିଛି। ନିୟମିତ ଶୋ ବ୍ୟତୀତ ପ୍ଲାନେଟାରିୟମ୍ ରେ ବ୍ରହ୍ମାଣ୍ଡର ବିସ୍ମୟ, ରାତି ଆକାଶର ରହସ୍ୟ, ପୃଥିବୀ, ଚନ୍ଦ୍ର, ସୂର୍ଯ୍ୟ, ବ୍ରହ୍ମାଣ୍ଡର ପରିସୀମା ସମ୍ପର୍କରେ ଜାଣିବା ପାଇଁ ଆଇବିଏକ୍ସ ଅନ୍ୱେଷଣ, ଚକ୍ ଲେଟ୍ ଗ୍ରହକୁ ଯାତ୍ରା, ସୂର୍ଯ୍ୟର ରହସ୍ୟ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
“I joined YATS because of my interest in ISRO's missions and the engineering behind each component. I aspire to develop electronic components for ISRO, advancing semiconductor technology in our country. YATS allowed me to explore my passion for space by facilitating meeting with eminent scientists, and visiting ISRO facilities. It was an unforgettable experience that deepened my understanding of satellites and ISRO's inner workings, and I made many like-minded friends dedicated to advancing our nation's space programme.” Asutosh AcharyaGMR Varalakshmi DAV Public School, Dhenkanal

I participated in YATS due to my interest in astronomy and space technology. I plan to pursue aeronautical engineering and research and Tata Steel’s YATS programme has been crucial in my journey. Visiting the Vikram Sarabhai Space Research Center and ISRO was a dream come true. I was overwhelmed by the instruments used in satellites, Chandrayaan, and Mangalyaan. The trip was incredibly informative and I am grateful for the opportunity.” Ranesh SwainDAV Public School MCL Kalinga Area, Talcher, Angul

YATS (Young Astronomer Talent Search) the examination which provides the students of Odisha the opportunity to visit ISRO and fulfil their dreams has helped me a lot. I was motivated by the fact that I will get the golden opportunity to visit ISRO which is a rare opportunity and not everyone gets it. YATS helped me to develop my thinking skill, it gave us the opportunity to visit ISRO Ahmedabad and learn about how the various work is done. Ananya SinghDev International School, Jajpur

Abhilash-Mishra
Amit-Kumar-Khatua
Amit-Vaishnav
Amlan-Gourav-Mohapatra
Ankan-Swain
Ankita-Nayak
Anubhuti-Mishra
Baivab-Kumar-Padhiarai
Barnali-Das
B-Raghu-Yadav
Gouri-Shankar-Panda
Kushal-Singhal
Manish-Rajak
Milita-Pradhan
Ojaswita-Das
Sk-Adnan-Ali
Subham-Tripathy
Swadhi-Bharat
Swaraj Patnaik
Utkasrh-Dixit
Aditi Panigrahi
Anish Mohanty
Annwesha Panda
Ashutosh Sohela
Deepak Kumar Majhi
Issac Nayak
Manisha Panda
Prajnashree Pradhan
Pratyush Mohanty
Purnanda Swatishree Rath
Ritwik Raman Sahu
Sangeeta Sahoo
Sarthak Panda
Sibasankar Panigrahy
Sibashish Mohapatra
Siddharth Chandan Das
Sidharth Nanda
Somnath Jena
Subham Prasad Biswas
Subhasmita Rout